ଛୋଟ ମୋର ଗାଁ ଟି on Clubhouse

ଛୋଟ ମୋର ଗାଁ ଟି Clubhouse
1.2k Members
Updated: Mar 16, 2024

Description

ମୋ ଗାଁ... ମୋ ଦୁନିଆ... ❤️

"ମୋ ଗାଁ...
ଆଜି ଆଧୁନିକ ମାୟା ଜାଲେ ହୋଇ ଛନ୍ଦି
ଯନ୍ତ୍ରଣାର କାରାଗାରେ ଆଜି ମୁଁ ବନ୍ଦୀ
ଭାବିଲେ ମଥା ଯାଏ ମୋର ଘୁରି

ପାରେନା ଆଜି ମୁଁ ଆଗକୁ ଯେ ଚାଲି
କିଏ ମୁଁ, କ’ଣ ମୁଁ, ଯାଇଛି ଯେ ଭୁଲି
ଚାହେଁ ମୁଁ ଅତୀତକୁ ଯିବା ପାଇଁ ଫେରି।
ଆଖିରେ ଆଖିଏ ଯାଏ ଭରି ଲୋତକ
ପାରିନି କରି ମୁଁ କିଛି ଏ ଜୀବନ ଯାକ

ପିଲା ଦିନ ମୋର କିଏ ଦେବ ଯେ ଫେରାଇ,
ମନେ ପଡେ ବୋଉ ହାତ ବଢା ଶୁଖୁଆ-ପଖାଳ,
ପୋଖରୀ ଗାଧୁଆ ପୁଣି ମିଛ ମିଛିକା ବୋହୁ ଚୋରୀ ଖେଳ

କେତେ ମନୋହର ଗାଁ ଦାଣ୍ଡେ ଯେବେ ଗୋଠ
ଯାଏ ଧୂଳି ଉଡାଇ।
ଆମ୍ବ ପିଜୁଳି ଚୋରୀ ପୁଣି ଗୁରୁଜୀଙ୍କ ଛାଟ
ଘରକୁ ଫେରିବା କାଦୁଅ ରାସ୍ତାରେ ହୋଇ ଲଟପଟ

ମନେ ପଡେ ଭାଗବତ ଟୁଙ୍ଗି ହରିନାମ,
ପାଞ୍ଚ ପଚିଶରେ ହୁଏ ମୋ ଗାଁରେ ନ୍ୟାୟ ନିଶାପ
ହଲପ ପ୍ରମାଣେ ମନ ଡରେ କରିବାକୁ ପାପ

ଗାଁ ମଶାଣି ଲାଗେ ସତେ ବା ଆବାସ କରିଛି ଯମ।
ସରୁଆ ନଈଟା ଡାକିଆଣେ ସକାଳର ସୂରୁଜ,
ଚାଷୀର ଗୀତରେ ଭରେ ପୁଣି ଖୁସିର ମୁରୁଜ

ସଂଧ୍ୟା ଆଳତୀରେ ସବୁ ଦୁଃଖ ଯାଏ ହଜି,
ମନ ଝୁରେ ହୃଦ ଝୁରେ ପିଲାଦିନ ସୁଖ,
ଗାଁ ଭାଇଚାରା, ହୁଅନ୍ତା କି ସଂସାର ଯାକ

ସ୍ୱର୍ଗ ଯିବ ହାରି ମୋ ଗାଁ ପାଖେ ମାରି ବାଜି।
ଲୋଡା ନାହିଁ ଆଜି ଛାତଘର, ପିଚୁରାସ୍ତା, ଗାଡି ଘୋଡା
ଖୁସି ମିଳେ ଚାଳଘରେ ଦେଖିଲେ ଶଗତ ବଳଦ ଯୋଡା

ଦେଖା ଯାଏ ଦୂରେ କୁକୁର ବସିଛି ମାଙ୍କଡକୁ ଜଗି,
ଦେହଟା ଯାଏ ଶିତାଇ ଛୁଇଁଲେ ଗଛ ଗହଳ ଶିତୁଆ ପବନ
ମନ ଉଠେ ନାଚି ଆଜି ଶୁଣି କାକ, ପିକ ସ୍ୱନ

ଯାଅନା ଯାଅନା ଆଜି ଅତୀତର ସ୍ୱପ୍ନ ଭାଙ୍ଗି.."

ଆମ ଗାଁ Instagram ରେ ମଧ୍ଯ: @chotamoragaonti
୧. ମୋ ଗାଁ ରେ..: ମୁଁ ଗୁରୁଜନ ମାନଙ୍କୁ ସମ୍ମାନ, ଛୋଟ ମାନଙ୍କୁ ବହୁତ ସାରା ସ୍ନେହ ଦେବି।
୨. ମୋ ଗାଁ ରେ..: ମୁଁ ରାଜନୈତିକ ଆଲୋଚନା ଠାରୁ ସମ୍ପୂର୍ଣ ଦୂରରେ ରହିବି।
୩. ମୋ ଗାଁ ରେ..: ମୁଁ ଓଡ଼ିଆ ରେ କହିବି, ଓଡ଼ିଆ ରେ ଶୁଣିବି।

Rules

୧. ମୋ ଗାଁ ରେ..

ମୁଁ ଗୁରୁଜନ ମାନଙ୍କୁ ସମ୍ମାନ, ଛୋଟ ମାନଙ୍କୁ ବହୁତ ସାରା ସ୍ନେହ ଦେବି।

୨. ମୋ ଗାଁ ରେ..

ମୁଁ ରାଜନୈତିକ ଆଲୋଚନା ଠାରୁ ସମ୍ପୂର୍ଣ ଦୂରରେ ରହିବି।

୩. ମୋ ଗାଁ ରେ..

ମୁଁ ଓଡ଼ିଆ ରେ କହିବି, ଓଡ଼ିଆ ରେ ଶୁଣିବି।

Last 30 Records

Day Members Gain % Gain
March 16, 2024 1,286 0 0.0%
January 25, 2024 1,286 +10 +0.8%
December 12, 2023 1,276 +4 +0.4%
November 03, 2023 1,272 +4 +0.4%
October 03, 2023 1,268 +11 +0.9%
September 04, 2023 1,257 +1 +0.1%
August 06, 2023 1,256 +4 +0.4%
July 05, 2023 1,252 -2 -0.2%
April 10, 2023 1,254 0 0.0%
March 14, 2023 1,254 -46 -3.6%
January 07, 2023 1,300 +100 +8.4%
March 10, 2022 1,200 +96 +8.7%
November 20, 2021 1,104 +5 +0.5%
November 18, 2021 1,099 +7 +0.7%
November 17, 2021 1,092 +3 +0.3%
November 16, 2021 1,089 +4 +0.4%
November 15, 2021 1,085 +7 +0.7%
November 11, 2021 1,078 +4 +0.4%
November 07, 2021 1,074 -1 -0.1%
November 06, 2021 1,075 +3 +0.3%
November 04, 2021 1,072 +17 +1.7%
November 01, 2021 1,055 +1 +0.1%
October 31, 2021 1,054 +6 +0.6%
October 30, 2021 1,048 +6 +0.6%
October 29, 2021 1,042 +11 +1.1%

Charts

Some Club Members

More Clubs